ଭାରତର ଐତିହାସିକ ବିଜୟ : ଇଂଲଣ୍ଡକୁ ୧୫୭ ରନରେ ହରାଇଲା

୫୦ ବର୍ଷରେ ଓଭାଲରେ ଭାରତର ପ୍ରଥମ ଟେଷ୍ଟ ବିଜୟ ଲଣ୍ଡନ : ଓଭାଲ ଟେଷ୍ଟରେ ଐତିହାସିକ ବିଜୟ ସହ ଭାରତ ଲର୍ଡ୍ସ ଟେଷ୍ଟରେ ଭୋଗିଥିବା ଲଜ୍ଜାଜନକ ପରାଜୟର ପ୍ରତିଶୋଧ ନେଇଛି। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ହୋଇଯାଇଛି। ବିଜୟ ପାଇଁ ଇଂଲଣ୍ଡ ଆଗରେ ୩୬୮ ରନର ଲକ୍ଷ୍ୟ ଥିବାବେଳେ ଦଳ ୨୧୦ ରନ କରି ଅଲଆଉଟ ହୋଇଯାଇଥିଲା। ଇଂଲଣ୍ଡ ପକ୍ଷରୁ ଦୁଇ ଓପନର ରୋରି ବର୍ନସ ଓ … Continue reading ଭାରତର ଐତିହାସିକ ବିଜୟ : ଇଂଲଣ୍ଡକୁ ୧୫୭ ରନରେ ହରାଇଲା